ପଣ୍ଡିତଙ୍କ ମନ୍ତ୍ରୋଚାରଣଙ୍କ ସାଙ୍ଗକୁ ହୋମଯଜ୍ଞ ଓ ଚଣ୍ଡୀପାଠରେ କମ୍ପୁଛି ସମଲେଇ ପୀଠ

ସମଲେଇ ମନ୍ଦିର ଯଜ୍ଞ କୁଣ୍ଡରେ ଆଜି ପୁଣି ଆରମ୍ଭ ହୋଇଛି ହୋମଯଜ୍ଞ ଓ ଚଣ୍ଡିପାଠ । ୧୧ଟି ଜିଲ୍ଲାରୁ ୩୦ଜଣ ପୂଜକ ଏହି ପୂଜାପାଠରେ ଲାଗିଛନ୍ତି ।

Read more