ପଶ୍ଚିମଓଡ଼ିଶାରେ ନିଆଁ ବର୍ଷା: ୨ଟା ୩୦ ସୁଦ୍ଧା ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର, ତାପମାତ୍ରା ୪୪ ଡିଗ୍ରି ରେକର୍ଡ

ଭୁବନେଶ୍ବର: ରାଜ୍ୟରେ ଗ୍ରୀଷ୍ମ ଲହରି ଜାରି ରହିଛି। ପଶ୍ଚିମଓଡ଼ିଶାରେ ନିଆଁ ବର୍ଷୁଛି। ସକାଳ ୮ଟା ପର ଠାରୁ ଅପରାହ୍‌ଣ ୩ଟା ଯାଏଁ ବାହାରକୁ ଯିବା ଅସହ୍ୟ ହେଉଛି।

Read more