ଏକାମ୍ର ପ୍ରକଳ୍ପରେ ରାଜନୀତି ନ କରି ଐତିହ୍ୟ ଓ କୀର୍ତିରାଜିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ ରାଜ୍ୟ ସରକାର : ସମୀର ମହାନ୍ତି

ଭୁବନେଶ୍ୱର, ତା.୨୮/୦୬: ପୁରୁଣା ଐତିହ୍ୟ ଓ କୀର୍ତିରାଜି ଆମର ଦୁଃମୂର୍ଲ୍ୟ ସମ୍ପଦ । ଏହାର ସୁରକ୍ଷା ଓ ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର ଦାୟିତ୍ୱ ହେବା ଦରକାର ।

Read more