ଡିସେମ୍ବରରେ ଆସିବ ସ୍ବର୍ଗତ ରାଈମୋହନଙ୍କ ଶେଷ ଫିଲ୍ମ ‘ଓଁ ସ୍ୱାହା’

ଭୁବନେଶ୍ବର:  ଅକାଳରେ ପରଲୋକ ଘଟିଥିବା ଅଭିନେତା ରାଈମୋହନ ପରିଡ଼ାଙ୍କର ଶେଷ ଫିଲ୍ମ ‘ଓଁ ସ୍ବାହା’ ରିଲିଜ୍ ଅପେକ୍ଷାରେ ରହିଛି। ନିକଟରେ ଏହାର ଅଡିଓର ଶୁଭ ଉନ୍ମୋଚନ ହୋଇଥିଲା।

Read more