ସରପଞ୍ଚ ପ୍ରାର୍ଥିନୀଙ୍କୁ ପ୍ରଥମେ ପଠାଇଲେ ଭଜନ, ପରେ ଅଶ୍ଳୀଳ ଭିଡିଓ

ବାସୁଦେବପୁର ୧୯।୨: ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ସୁଦର୍ଶନପୁର ପଂଚାୟତରେ ସରପଞ୍ଚ ପ୍ରାର୍ଥିନୀଙ୍କୁ ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥୀ ମୋବାଇଲରେ ଅଶ୍ଳୀଳ ଭିଡିଓ ପଠାଇବା ନେଇ ଅଭିଯୋଗ ହୋଇଛି

Read more