ଶିକ୍ଷାଗୁରୁ ଉପେନ୍ଦ୍ରନାଥ ପ୍ରଧାନଙ୍କ ନାତି ବିୟୋଗ

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ ଘାସୁଆ ଗାଁର ଶିକ୍ଷାଗୁରୁ ଉପେନ୍ଦ୍ର ପ୍ରଧାନଙ୍କ ନାତି ଶରତଚନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି ।

Read more