୫ଥର ସାଂସଦ, ରାଜୀବ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ, ଅତୀତରେ ୪ ରାଜ୍ୟର ରାଜ୍ୟପାଳ..ଏବେ ଉପରାଷ୍ଟ୍ରପତି ପ୍ରାର୍ଥୀ ମାର୍ଗାରେଟ ଆଲଭା

ନୂଆଦିଲ୍ଲୀ ୧୭।୭:  ମିଳିତ  ବିରୋଧୀ ଦଳ ଉପରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ରବିବାର ସେମାନଙ୍କର ପ୍ରାର୍ଥୀ ଘୋଷଣା କରିଛନ୍ତି। ଦିଲ୍ଲୀରେ ଅନୁଷ୍ଠିତ ବିରୋଧୀ ଦଳଙ୍କ ବୈଠକ ପରେ ଏନସିପି ମୁଖିଆ

Read more