ପୁରୀ ଆସିଛନ୍ତି RBI ଗଭର୍ଣ୍ଣର, ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ କଲେ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ RBI ଗଭର୍ଣ୍ଣର ଶକ୍ତି କାନ୍ତ ଦାଶ । ଆଜି ପୂର୍ବାହ୍ନରେ ପୁରୀ ଗସ୍ତରେ ଆସି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ଶକ୍ତିକାନ୍ତ ।

Read more