ବିଜେଡିରେ ନାହାନ୍ତି ଚିଲିକା ବିଧାୟକ, ବିଜେପି ରାଜନୀତି ବନ୍ଦ କରୁ

ବିଜୁ ଜନତା ଦଳରେ ନାହାନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଚିଲିକା ହିଂସା ଘଟଣାରେ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଦଳରୁ ବହିଷ୍କାର ନେଇ ଉଠୁଥିବା ବିବାଦରେ ସାମ୍ବାଦିକ

Read more