ଭାରତ-ଚୀନ ସୈନ୍ୟ ବିବାଦ । ଆମେରିକା କହିଲା,ଭାରତ ସହ ଆମେ ଅଛୁ. ସହଯୋଗୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଦାୟିତ୍ୱ

ଭାରତ-ଚୀନ୍ ମଧ୍ୟରେ ବିବାଦ ଚରମ ସୀମାରେ ପହଂଚିଛି । ଏବେ ଏହି ବିବାଦ ଉପରେ ନଜର ରଖିଛି ଆମେରିକା । ବିବାଦକୁ ନେଇ ଆମେରିକା ପକ୍ଷରୁ ପ୍ରତିକ୍ରିୟା

Read more