ସ୍କୁଲରେ ପିଲା ଖାଇଲେ ସୋୟାବିନ୍, ଶିକ୍ଷକ ଖାଇଲେ ଚିଙ୍ଗୁଡି ଝୋଳ

ଶିକ୍ଷକ ଶିକ୍ଷୟତ୍ରୀ ସ୍କୁଲରେ ଖାଉଛନ୍ତି ଚିଙ୍ଗୁଡି ଝୋଳ ଆଉ ପିଲାମାନେ ଖାଉଛନ୍ତି ସୋୟାବିନ ଝୋଳ । ଏମିତିକି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

Read more