ଲୁଟେରାକୁ କାବୁ କରି ପୁଲିସ ଜିମା ଦେଲେ ସ୍କୁଲ ପିଲା

ଲୁଟେରାକୁ କାବୁ କଲେ ସ୍କୁଲ ପିଲା । ଭୁବନେଶ୍ୱର ପଳାଶୁଣିରେ ସୁନା ଦୋକାନ ପଶି ନିଶା ସ୍ପ୍ରେ କରି ଲୁଟ ଉଦ୍ୟମ ବେଳେ ଧରାପଡିଲେ ଲୁଟେରା ।

Read more