କଳିଙ୍ଗ ବିରାଙ୍ଗନା ସମ୍ମାନରେ ସମ୍ମାନିତ ହେଲେ ସମ୍‌ କୋଭିଡ୍‌ ଯୋଦ୍ଧା କମଳିନୀ ମଲ୍ଲିକ୍‌, ସେବା ପ୍ରୟାସ ଫାଉଣ୍ଡେସନ୍‌ ପକ୍ଷରୁ ସମ୍ବର୍ଦ୍ଧିତ

ଭୁବନେଶ୍ୱର ୧୪/୩: ସମ୍‌ କୋଭିଡ୍‌ ହସ୍ପିଟାଲ୍‌ର କୋଭିଡ୍‌ ଯୋଦ୍ଧା ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “କଳିଙ୍ଗ ବିରାଙ୍ଗନା” ସମ୍ମାନରେ ସମ୍ମାନିତ କରାଯାଇଛି । ସେବା ପ୍ରୟାସ ଫାଉଣ୍ଡେସନ୍‌ ପକ୍ଷରୁ

Read more