ଝାରସୁଗୁଡା ଉପ ନିର୍ବାଚନ ପୂର୍ବରୁ ଦୀପାଳିଙ୍କୁ ଘାରିଲା ସୁରକ୍ଷା ଚିନ୍ତା, ବାହାରୁ ଭଡାରେ ସୁରକ୍ଷାକର୍ମୀ ମଗାଇଲେ ଦୀପାଳି

ନିର୍ବାଚନ ପ୍ରଚାର ସମୟରେ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ସୁରକ୍ଷା ଦେଉଛନ୍ତି ଭଡ଼ାରେ ଆସିଥିବା ପ୍ରାଇଭେଟ୍ ଗାର୍ଡ । ବାହାରର ଗୋଟିଏ ଏଜେନ୍ସି ଦ୍ୱାରା କିଛି

Read more