ୟୁଟ୍ୟୁବରୁ ସୀମା ହାଇଦର ପାଇଥିବା ପ୍ରଥମ ପାରିଶ୍ରମିକରେ ସ୍ବାମୀଙ୍କ ପାଇଁ କିଣିଲେ ଏଭଳି ଉପହାର

ଲକ୍ଷ୍ନୌ: ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦର ୟୁଟ୍ୟୁବରୁ ପ୍ରଥମ ପାରିଶ୍ରମିକ ପାଇଛନ୍ତି। ପ୍ରଥମଥର ଏହି ପାରିଶ୍ରମିକ ଟଙ୍କା ପାଇବା ପରେ ସୀମା ବହୁତ ଖୁସି ହୋଇଯାଇଛନ୍ତି।

Read more