ସେପ୍ଟେମ୍ବର ସୁଦ୍ଧା ରାଜ୍ୟରେ ଗଡିବ ଇ-ଯାନ, ଖୁବଶୀଘ୍ର ମିଳିପାରେ ଅନୁମୋଦନ

ଭୁବନେଶ୍ୱର ୨୫।୦୮: ରାଜ୍ୟରେ ଖୁବଶୀଘ୍ର ଗଡ଼ିବ ଇ-ଯାନ । ପ୍ରଦୂଷଣ ହାରକୁ ରୋକିବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ଇ-ଯାନ’ ନୀତି ଆପଣାଯାଇଛି । ଏହିକ୍ରମରେ ସେପ୍ଟେମ୍ବର

Read more