ପାହାଳ ନିକଟ କଲ୍ୟାଣୀ ହାଇଟ୍ସର ୩ଟି ଫ୍ଲାଟ୍ରୁ ଲୁଟ୍ । ୩୦ ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ଲୁଟ୍

ରାଜଧାନୀରେ ପୁଣି ଆପାର୍ଟମେଣ୍ଟରୁ ସିରିଜ ଲୁଟ । ପାହାଳ ଥାନ ଭୀମପୁର କଲ୍ୟାଣୀ ହାଇଟସ ଆପାର୍ଟମେଣ୍ଟରୁ ଚୋରି । ସିସିଟିଭିରେ କଏଦ ହେଲା ରାତିରେ ଆପାର୍ଟମେଣ୍ଟରେ ଚୋର

Read more