ପରିବାରବାଦର ମଞ୍ଜି ବୁଣୁଥିବା କଂଗ୍ରେସ ସଫା ହୋଇଯିବ: ଶାହା

ଭୋପାଳ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛିଦିନ ବାକି ଅଛି। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳର ନେତାମାନେ ଏବେ ଧୂଆଁଧାର ପ୍ରଚାର କରୁଛନ୍ତି |

Read more