ବିଜେଡି-ବିଜେପି ମେଣ୍ଟକୁ ନେଇ ଶାହାଙ୍କ ବଡ ବୟାନ । କହିଲେ, ଏଯାଏଁ ମେଣ୍ଟ ନିଷ୍ପତ୍ତି ହେଇନି, ରାଷ୍ଟ୍ରୀୟ ଅଧ୍ୟକ୍ଷ ନେବେ ମେଣ୍ଟର ନିଷ୍ପତ୍ତି

ଓଡିଶାରେ ଏକାଠି ଲଢିବେ କି ବିଜେଡି-ବିଜେପି? ଏହି ପ୍ରଶ୍ନକୁ ନେଇ ଆଜି ବି ଅନେକ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ରହିଥିବାବେଳେ, ବିଜେପିର ଚାଣକ୍ୟ ତଥ୍ୟା କେନ୍ଦ୍ର ଗୃହମନ୍ତ୍ରୀ

Read more