ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା ସୁଲେ ମଧ୍ୟ ଲୋକସଭାରୁ ନିଲମ୍ବିତ । କାଲିଠାରୁ ଆଜିଯାଏଁ ୧୪୧ ସାଂସଦ ନିଲମ୍ବିତ

ଲୋକସଭାରେ ହଙ୍ଗାମା କରୁଥିବା ଆଉ କିଛି ବିରୋଧୀ ସାଂସଦଙ୍କୁ ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଏମାନଙ୍କ ମଧ୍ୟରେ ଅଛନ୍ତି ଶଶି ଥରୁର, ଡିମ୍ପଲ ଯାଦବ, ସୁପ୍ରିୟା

Read more