ରାତି ପାହିଲେ ପବିତ୍ର ମହାଶିବରାତ୍ରି: ଏକାମ୍ରକ୍ଷେତ୍ର ଚଳଚଞ୍ଚଳ, ଆଲୋକମାଳାରେ ସଜେଇ ହୋଇଛି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ବର: ରାତି ପାହିଲେ ପବିତ୍ର ମହାଶିବରାତ୍ରି । ଏକାମ୍ର କ୍ଷେତ୍ରରେ ଥିବା ବିଭିନ୍ନ ଶୈବପୀଠରେ ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଲିଙ୍ଗରାଜ ମନ୍ଦିରକୁ ରଂଗୀନ ଆଲୋକରେ ସୁସଜ୍ଜିତ

Read more