ବଲାଙ୍ଗିର ସୁକତେଲ ନଦୀରେ ବାହାରିଲା ଶିବଲିଙ୍ଗ

ବଲାଙ୍ଗିର: ବଲାଙ୍ଗିର ସୁକତେଲ ନଦୀରେ ବାହାରିଲା ଶିବଲିଙ୍ଗ । ଗାଧୋଇବା ସମୟରେ କିଛି ସ୍ଥାନୀୟ ଯୁବକ ଶିବଲିଙ୍ଗ ପାଇ ଥିବା ବେଳେ ତାକୁ ଗାଁକୁ ନେଇ କରିଛନ୍ତି ପୂଜାର୍ଚ୍ଚିନା

Read more