‘ଏ’ ପଜିଟିଭ ରୋଗୀଙ୍କୁ ଦିଆଗଲା ‘ବି’ ପଜିଟିଭ ରକ୍ତ, ଅବସ୍ଥା ଗୁରୁତର

ବାହାରେ “ଏ” ଭିତରେ “ବି”। କଟକ ରେଡ଼କ୍ରସ ରକ୍ତ ଭଣ୍ଡାର ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ। “ଏ” ପଜିଟିଭ ବଦଳରେ “ବି” ପଜିଟିଭ ରକ୍ତ ଦିଆଯାଇଥିବା ଅଭିଯୋଗ କଲେ

Read more