ଶ୍ରଦ୍ଧାଙ୍କୁ ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ, କହିଲେ-ସେ ଜଣେ ଫିଜିଓ, ତାଙ୍କୁ ମୋ ଭଉଣୀ ପଠାଇଥିଲେ

ଭୁବନେଶ୍ବର: ବିରୋଧୀ ଦଳ ଉଠାଇ ଥିବା ଶ୍ରଦ୍ଧା ନାମ୍ନୀ ମହିଳାଙ୍କ ପ୍ରସଙ୍ଗ ଉପରେ ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁହଁ ଖୋଲିଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟବ୍ୟାପି ଚର୍ଚ୍ଚା

Read more