ଥାନା ବିସ୍ଫୋରଣ ଘଟଣା: ଏସ୍‌ଆଇ ତଅପୋଇ ନାୟକ ନିଲମ୍ୱିତ

ପୁରୀ: ପିପିଲି ବଳଙ୍ଗା ଥାନା ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ । ଏସଆଇ ତଅପୋଇ ନାୟକ ନିଲମ୍ବିତ । ତଅପୋଇଙ୍କୁ ନିଲମ୍ବନ କଲେ ପୁରୀ SP । କର୍ତ୍ତବ୍ୟରେ ଅବହେଳା

Read more