ସିଲ୍ ହେଲା ଜଗନ୍ନାଥ ହସ୍ପିଟାଲ୍, କ୍ଲିନିକାଲ୍ ଏଷ୍ଟାବ୍ଲିସ୍‌ମେଣ୍ଟ ଆଇନ ଉଲ୍ଲଂଘନ ନେଇ ଥିଲା ମାମଲା

ଢେଙ୍କାନାଳ ୭।୯: କ୍ଲିନିକାଲ ଆଇନକୁ ଉଲ୍ଲଘଂନ କରି ଚାଲିଥିଲା ଘରୋଇ ଡାକ୍ତରଖାନା । ଫଳରେ ଢେଙ୍କାନାଳ ସହରର ହାଟ ରୋଡ଼ ସ୍ଥିତ ଜଗନ୍ନାଥ ହସ୍ପିଟାଲକୁ ଆଜି ସିଲ କରିଦିଆଯାଇଛି

Read more