ବରିଷ୍ଠ ସିପିଆଇଏମ୍ ନେତା ସୀତାରାମ ୟେଚୁରୀ ଗୁରୁତର ; ଏମ୍ସର ଜରୁରୀକାଳୀନ ବିଭାଗରେ ଭର୍ତ୍ତି

ଅସୁସ୍ଥତା କାରଣରୁ ସିପିଆଇ(ଏମ୍) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ସିପିଆଇ(ଏମ୍)ର ବରିଷ୍ଠ ନେତାଙ୍କୁ ପ୍ରବଳ ଜ୍ୱର ହେବାରୁ

Read more