ଅଲଣ୍ଡା ପଞ୍ଚାୟତରେ ରାଜନୈତିକ ହିଂସା : ୬ ଜଣଙ୍କୁ ଗିରଫ କଲା ପୋଲିସ

ପୁରୀ ୧୮।୨: କୃଷ୍ଣପ୍ରସାଦ ବ୍ଲକ୍ ଅଲଣ୍ଡା ପଞ୍ଚାୟତରେ ଗତ ୧୬ ତାରିଖ ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ରାଜନୈତିକ ହିଂସା ଘଟଣାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ

Read more