କାରଖାନାରେ ବିସ୍ପୋରଣ: ୬ରୁ ଊର୍ଦ୍ଧ୍ବ ଶ୍ରମିକ ଗୁରୁତର

ପର୍ଜଙ୍ଗ: ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା କୁଲେଇସ୍ଥିତ ଏକ କାରଖାନାରେ ବୁଧବାର ଅପରାହ୍‌ଣରେ ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣ ଘଟଣାରେ ୬ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି।

Read more