ଶ୍ରୀଲଙ୍କାର ସ୍ଥିତି ଗମ୍ଭୀର; ଚାଉଳ କେଜି ୨୨୦, କ୍ଷୀର ପ୍ୟାକେଟ ୧୯୦୦ ଟଙ୍କା

କଲୋମ୍ବୋ: ଶ୍ରୀଲଙ୍କାରେ ମହଙ୍ଗବଜାରର ସ୍ଥିତି ଉତ୍‌କଟ ହେଲାଣି। ବିଦେଶୀ ମୁଦ୍ରା ଅପେକ୍ଷା ଶ୍ରୀଲଙ୍କା ମୁଦ୍ରା ମୂଲ୍ୟ ହ୍ରାସ ପାଇଥିବାରୁ ବଜାରରେ ଆତ୍ୟାବଶ୍ୟକୀୟ ସାମଗ୍ରୀର ଦର ଆକାଶଛୁଆଁ ହେଲାଣି।

Read more