ଏକାସାଙ୍ଗରେ ମଦ-ସିଗାରେଟ୍ ପିଇଲେ ହୋଇପାରେ ‘ମୃତ୍ୟୁ’, ଜାଣନ୍ତୁ ବିଶେଷଜ୍ଞଙ୍କ ମତ କଣ?

ଆଜିକାଲି ମଦ୍ୟପାନ ସହ ସିଗାରେଟ୍ ଟାଣିବା ଯୁବପିଢ଼ିଙ୍କ ପାଇଁ ଏକ ଟ୍ରେଣ୍ଡ ପାଲଟିଛି। ଏହି ଦୁଇଟି ଜିନିଷ ବିନା ସବୁକିଛି ଅସମ୍ପୂର୍ଣ୍ଣ ବୋଲି ବିବେଚନା କରୁଛନ୍ତି ।

Read more