ଦୁଇ ଶିଶୁକନ୍ୟାଙ୍କ ଅସ୍ୱାଭାବିକ ମୃତ୍ୟୁ: ସର୍ପାଘାତ ସନ୍ଦେହ

ଚିତ୍ରଡା: ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳରେ ଆଜି ଦୁଇ ଜଣ ଶିଶୁକନ୍ୟାଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଛି | ଏମାନଙ୍କ ମୃତ୍ୟୁ ସର୍ପାଘାତ ଯୋଗୁଁ ହୋଇଥିବାର ସନ୍ଦେହ

Read more