ଚତୁର୍ଦ୍ଧାମୂର୍ତ୍ତିଙ୍କ ସରିଲା ଗାଧୁଆ ନୀତି : ଏବେ ହାତୀ ବେଶ ଦେଖିବ ବିଶ୍ୱ

ଆଜି ମହାପ୍ରଭୁଙ୍କ  ପବିତ୍ର ସ୍ନାନ ଯାତ୍ରା। ଶ୍ରୀମନ୍ଦିରରୁ ବାହାରି ସ୍ନାନବେଦୀରେ  ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି।

Read more

ମହାପ୍ରଭୁଙ୍କ ଅପେକ୍ଷାରେ ସ୍ନାନବେଦୀ

ପୁରୀ:  ରାତି ପାହିଲେ ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ନୀତି ନିର୍ଘଣ୍ଟ ଅନୁଯାୟୀ, ରାତି ୧ଟାରୁ ୪ଟା ମଧ୍ୟରେ ତିନି ଠାକୁରଙ୍କ ପହଣ୍ଡି ହେବ ।

Read more