ସୌମ୍ୟରଞ୍ଜନ କହିଲେ ଦିଆଯାଇଥିବା ଦାୟିତ୍ୱ ସଠିକ ଭାବେ ତୁଲାଇ ପାରି ନଥିଲି, ତେଣୁ ପ୍ରତାପ ଜେନାଙ୍କୁ ମିଳିଲା ଦାୟିତ୍ବ

୨୦୨୪ ପାଇଁ କସରତ । ଅଣ୍ଟା ଭିଡ଼ିଲା ବିଜେଡି । ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱରେ ଅଦଳବଦଳ । ୬ ବରିଷ୍ଠ ନେତାଙ୍କୁ ୩୦ ଜିଲ୍ଲାର ଦାୟିତ୍ୱ ।

Read more