‘ଭାରତ ଯୋଡୋ’ ଯାତ୍ରାରେ ସାମିଲ ହେଲେ ମା’ ସୋନିଆ

ନୂଆଦିଲ୍ଲୀ ୦୬/୧୦: କଂଗ୍ରେସ ‘ଭାରତ ଯୋଡା ଯାତ୍ରା’ରେ ସାମିଲ ହୋଇଛନ୍ତି ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଗୁରୁବାର ଦିନ କର୍ଣ୍ଣାଟକର ମାଣ୍ଡିଆରେ ସାମିଲ ହୋଇଥିଲେ ସୋନିଆ ।

Read more