ଜାଲ୍ ସାର୍ଟିଫିକେଟ୍ ଦେଇ ଚାକିରି, ନକଲି ଶିକ୍ଷକଙ୍କୁ ଧରିବାକୁ ଜାରି ହେଲା SOP

ଭୁବନେଶ୍ୱର: ନକଲି ଶିକ୍ଷକଙ୍କୁ ତ୍ରାହି ନାହିଁ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ମିଥ୍ୟା ଶିକ୍ଷାଗତ ପ୍ରମାଣପତ୍ର ଦେଇ ଚାକିରି କରିଥିବା ଶିକ୍ଷକ ଧରାପଡ଼ିବେ ଆଉ କାର୍ଯ୍ୟାନୁଷ୍ଠାନ ନିଆଯିବ ।

Read more