ନବୀନଙ୍କ ଦସ୍ତଖତ ଅସଲି ନା ନକଲି? ପଦରୁ ଅପସାରଣ ନେଇ ଜାରି ଚିଠିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତକୁ ନେଇ ପ୍ରଶ୍ନ ଉଠାଇଲେ ସୌମ୍ୟ

ଭୁବନେଶ୍ୱର: ବିଜୁ ଜନତା ଦଳର ଉପସଭାପତି ପଦରୁ ଅପସାରଣ କରାଯିବା ପରେ ଖଣ୍ଡପଡ଼ା ବିଧାୟକ ତଥା ଦଳର ବରିଷ୍ଠନେତା ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଥମ ପ୍ରତିକ୍ରିୟା ହସ୍ତଗତ ହୋଇଛି।

Read more