ରାମମୟ ଅଯୋଧ୍ୟା ତ ହନୁମାନମୟ ସିନେମା ହଲ୍ । ଜାଣନ୍ତୁ ଏତେ କମ୍ ବଜେଟର ସିନେମା କିଭଳି ପ୍ରେକ୍ଷାଳୟରେ ଜିଣୁଛି ଦର୍ଶକଙ୍କ ହୃଦୟ

ତେଲୁଗୁ ଅଭିନେତା ତେଜ୍ ସଜାଙ୍କ ଫିଲ୍ମ ହନୁମାନ ଦର୍ଶକଙ୍କ ଦ୍ୱାରା ବେଶ ଆଦ୍ରୁତ ହୋଇଛି । ଶୁକ୍ରବାର ଦିନ ଏହି ଚଳଚିତ୍ର ସିନେମା ପରଦାରେ ମୁକ୍ତି ଲାଭ

Read more