ହୋଇପାରିନି ରାତ୍ର ପହୁଡ଼ ନୀତି; ରାତି ଅନିଦ୍ରା ରହିଲେ ମହାପ୍ରଭୁ

ଶ୍ରୀମନ୍ଦିରରେ ହୋଇପାରିନି ମହାପ୍ରଭୁଙ୍କ ରାତ୍ର ପହୁଡ଼ ନୀତି। ଫଳରେ ମହାପ୍ରଭୁ ରାତି ଅନିଦ୍ରାରେ ରହିଛନ୍ତି। ଗତକାଲି ଶ୍ରୀମନ୍ଦିରରେ ନନ୍ଦୋତ୍ସବ ରାତ୍ର ଶେଷ ପ୍ରହର ଯାଏଁ ପାଳନ ଚାଲିଥିଲା।

Read more