ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାକୁ ସତର୍କ ଘଣ୍ଟି, ୫୮ଟି ଓଡ୍ରାଫ ଓ ଅଗ୍ନିଶମ ଟିମ୍‌ ପଠାଗଲା

ମୟୂରଭଞ୍ଜ,ବାଲେଶ୍ୱରରେ ନିଶ୍ଚିତ ବନ୍ୟା। ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା। ଏନେଇ ପ୍ରତିକ୍ରିୟା ଦେଇଛନ୍ତି SRC ପ୍ରଦୀପ ଜେନା। ଝାଡ଼ଖଣ୍ଡ ଗାଲୁଡିହ ବ୍ୟାରେଜର ୧୬ଟି ଗେଟ୍‌ ଖୋଲା

Read more