ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ: ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଧରାଶାୟୀ ଘରୋଇ ଦଳ

କଲମ୍ବୋରେ ଚାଲିଥିବା ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ୬ ଓଭରରେ ଘରୋଇ ଦଳର ୬ ୱିକେଟ୍ ନେଇଛନ୍ତି ଭାରତୀୟ ବୋଲର

Read more