ଦ୍ୱିତୀୟ ଦିନିକିଆ: ୨୧୫ ରନରେ ଶ୍ରୀଲଙ୍କା ଅଲଆଉଟ

ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କା ଦଳକୁ ୨୧୫ ରନରେ ଅଲଆଉଟ କରିଦେଇଛି

Read more