ଶ୍ରୀମନ୍ଦିର ମାମଲାରେ ପୂର୍ଣ୍ଣଚ୍ଛେଦ, ରତ୍ନଭଣ୍ଡାର ମାମଲାରେ ହସ୍ତକ୍ଷେପ ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଶ୍ରୀମନ୍ଦିର ପରିଚାଳନାରେ ବିଭ୍ରାଟକୁ ନେଇ ଓଡ଼ିଶା ହାଇକୋର୍ଟର ଆଇନଜୀବୀ ମୃଣାଳିନୀ ପାଢ଼ୀଙ୍କ ଦ୍ବାରା ଦାଏର ଜନସ୍ବାର୍ଥ ମାମଲା ଶୁଣାଣିର ଆଜି ଅନ୍ତ ଘଟାଇଛନ୍ତି ସୁପ୍ରିମ‌କୋର୍ଟ।

Read more