ଅପରାହ୍ନରେ ରାଜ୍ୟ ବିଜେପି ଘୋଷଣା କରିବ ନିର୍ବାଚନୀ ଇସ୍ତାହାର । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କରିବେ ଉନ୍ମୋଚନ । କ’ଣ ରହିଛି ପ୍ରତିଶ୍ରୁତି?

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଭୁବନେଶ୍ୱରରେ ପହଞ୍ଚବା ପରେ ରାଜ୍ୟ ବିଜେପିର ନିର୍ବାଚନୀ ଇସ୍ତାହାର

Read more