ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି, ଜୁନ୍‌ରେ ହେବ ସମବାୟ ନିର୍ବାଚନ

ଭୁବନେଶ୍ୱର, ୦୪/୦୪: ଆସନ୍ତା ଜୁନ୍‌ରେ ହେବ ସମବାୟ ସମିତି ନିର୍ବାଚନ । ଜୁନ୍‌ ୧୨ ତାରଖରୁ ୨୬ ତାରିଖ ମଧ୍ୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବ ।

Read more