ଦମନ’ ଫିଲ୍ମକୁ ଆଉ ଏକ ସଫଳତା, ସଂପୂର୍ଣ୍ଣ କର ମୁକ୍ତ ଘୋଷଣା କଲେ ରାଜ୍ୟ ସରକାର

ଭୁବନେଶ୍ଵର: ଓଡିଆ ଫିଲ୍ମକୁ ନୂତନ ଦିଗ ଦେଖାଇଲା ଫିଲ୍ମ ଦମନ। ଓଲିଉଡ ପ୍ରତି ମୁହଁ ଫେରାଇ ନେଉଥିବା ଦର୍ଶକଙ୍କୁ ପ୍ରେକ୍ଷାଳୟକୁ ଟାଣି ଆଣିଛି ବାବୁସାନ ମହାନ୍ତିଙ୍କ ଅଭିନୀତି

Read more