ଜନଜାତି ସଂସ୍କୃତି ଓ କ୍ରୀଡ଼ାର ଉନ୍ନତି ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ: ମନ୍ତ୍ରୀ

ସୁନ୍ଦରଗଡ଼: ‘ଲୋପ ପାଇବାକୁ ଯାଉଥିବା ଜନଜାତି ସଂସ୍କୃତିକୁ ଉଜ୍ଜୀବିତ କରିବା ସହ କ୍ରୀଡ଼ାର ଉନ୍ନତି ଓ ଓ ଆଦିବାସୀଙ୍କ ସର୍ବବିଧ ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।

Read more