ଜମୁଛି ଖଣ୍ଡଗିରି ଯାତ୍ରା, ସାମିଲ ହେଉଛନ୍ତି ବଲିଉଡ଼ କଳାକାର

ଭୁବନେଶ୍ବର: ଜମୁଛି ଖଣ୍ଡଗିରି ଯାତ୍ରା ।  ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ପ୍ରବଳ ଭିଡ଼ ।  ଯାତ୍ରା ଦେଖିବା ପାଇଁ ବଲିଉଡ଼ରୁ ଜଲିଉଡ଼ ସମସ୍ତ କଳାକାର ଉତ୍ସାହିତ । 

Read more

ଇମ୍ଫା ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାରକୁ କ୍ଷତିପୂରଣ ଦାବି

କଟକ: ଚୌଦ୍ୱାର ଇମ୍ଫା କମ୍ପାନୀରେ କାର୍ଯ୍ୟରତ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ ।  ମୃତ ଶ୍ରମିକ ହେଲେ ଵାଣିପଦା ପଂଚାୟତ ଚାଙ୍ଗୁଡ଼ିଆ ଗାଁର ୩୫ ବର୍ଷିୟ ରାକେଶ ମୁଦୁଲି । 

Read more

ରାଜରାସ୍ତାରେ ଗର୍ଜିଲା ଭଞ୍ଜସେନା, ମାଗିଲା ରୋଜଗାର

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବେକାରୀ ସମସ୍ୟାକୁ ନେଇ ରାଜରାସ୍ତାରେ ଗର୍ଜିଲା ଯୁବଛାତ୍ର ସଂଗଠନ ଭଞ୍ଜସେନା । ରୋଜଗାର ଦିଅ ନାରା ଦେଇ ବାରିପଦା ମଧୁବନ ଠାରୁ ବିଶାଳ ଶୋଭାଯତ୍ରାରେ

Read more

ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀ, ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଉରକେଲାରେ ‘ଏଣ୍ଟରପ୍ରାଇଜ୍ ଓଡ଼ିଶା ୨୦୨୬’ର ରୌପ୍ୟ ଜୟନ୍ତୀ ।  ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯୋଗଦେଇ ଓଡ଼ିଶାର ଶିଳ୍ପ ବିକାଶ ପାଇଁ ଏକ ନୂଆ ଦିଗ୍

Read more

କୋଇଲା ଖଣି ବନ୍ଦ କରିଛି କମ୍ପାନୀ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କଲେ ଶ୍ରମିକ

ସମ୍ବଲପୁର: ବିଭିନ୍ନ ସମସ୍ୟା ନେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।  ଖିଣ୍ଡା ଅଞ୍ଚଳରେ ଥିବା ଏନଏଲସି କମ୍ପାନୀର କାର୍ଯ୍ୟ କରୁଥିବା ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି

Read more

ରେଙ୍ଗାଲିରେ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ କଲେକ୍ଟର ବିରୋଧରେ ବିଧାୟକଙ୍କ ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କ ଆଗରେ କଲେକ୍ଟରଙ୍କ ବିରୋଧରେ ଅଭିଯୋଗ କଲେ ବିଧାୟକ । ସମ୍ବଲପୁର ରେଙ୍ଗାଲି ବ୍ଲକ ଲପଙ୍ଗା ସ୍ଥିତ ହିଣ୍ଡାଲକୋ ପଡିଆରେ କାର୍ଯ୍ୟକ୍ରମ ଚାଲିଥିଲା । ମଞ୍ଚ ଉପରେ

Read more

ଆଜି ଓଡ଼ିଶା ବନ୍ଦ, ନବ ନିର୍ମାଣ କୃଷକ ସଂଗଠନର ଡାକରାକୁ ସମର୍ଥନ କଲା କଂଗ୍ରେସ

ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଠନଗ । ଧାନ ମଣ୍ଡି, ପିୟୁସିସି ଓ ସ୍ମାର୍ଟ ମିଟର ପ୍ରସଙ୍ଗରେ ୮ ଘଣ୍ଟିଆ ବନ୍ଦ

Read more

ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ୪ ଗୁରୁତର

ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ଫୁଟିଲା ବୋମା। ବୋମା ଭିଡୁଥିବା ବେଳେ ବିସ୍ଫୋରଣରେ ୪ ଗୁରୁତର। ଏୟାରଫିଲଡ ଥାନା ସୁନ୍ଦରପଦା ଆଜାଦ ନଗରରେ ବୋମା ବିସ୍ଫୋରଣ। ତିନିମହଲା କୋଠା

Read more