ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ନେଇ ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀଙ୍କ ଦମ୍ଭୋକ୍ତି

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟରେ ସମସ୍ତ ୪ଟି ଲୋକସଭା ଜିତିବା ସହ  ୨୮ ବିଧାନସଭା ଆସନରୁ ୧୮ଟି ବିଧାନସଭା ଜିତିବା ନେଇ ବିଜେପି ଦମ୍ଭୋକ୍ତି କରିଛି। ଆଗକୁ ରାଜ୍ୟରେ

Read more