ଷ୍ଟାଚ୍ୟୁ ଅଫ ୟୁନିଟିଠୁ ୬୯ ମିଟର ଉଚ୍ଚ ହେବ ଭଗବାନ ରାମଙ୍କ ପ୍ରତିମୂର୍ତ୍ତି, ଜାଣନ୍ତୁ କ’ଣ ରହିବ ବିଶେଷତ୍ଵ

ଅଯୋଧ୍ୟା: ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଭଗବାନ ରାମଙ୍କ ଭବ୍ୟ ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ୨୦୨୩ ଡିସେମ୍ବର ସୁଦ୍ଧା ମନ୍ଦିରର ନିର୍ମାଣ କାର୍ଯ୍ୟ ପୂରା ହେବ।

Read more